Download Now Banner

This browser does not support the video element.

ବରଗଡ: ନିଶାର୍ଦ୍ଧ ରାତିରେ ତଳିପଡ଼ା ଠାରେ ଥିବା ଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିରରେ ଗୁପ୍ତ ଭାବେ ଲାଗିଲା ନଵାନ୍ନ

Bargarh, Bargarh (Baragarh) | Aug 28, 2025
ଗ୍ରାମ୍ୟ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନୁଆଁଧାନ | ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ନିଶାର୍ଧରେ କେବଳ ପୂଜକ ଉପସ୍ଥିତ ରହି ମାଙ୍କୁ ନୁଆଁଧାନ ଲାଗି କରାଯାଇଛି | ଏନେଇ ମନ୍ଦିର ପରିସରରେ ଗୁରୁବାର ଦିବା 11 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ମନ୍ଦିର ପୂଜକ | ନିଶାର୍ଧ ସମୟରେ ମାଙ୍କୁ ନୁଆଁଧାନ ଅର୍ପଣ କରାଯାଇଛି | ଏହି ସମୟ ଲୋକ ଲୋଚନକୁ ଅଣାଯାଇ ନ ଥାଏ | ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର | ଯିଏ ଯେଉଁ ଠାରେ ଥିଲେ ମଧ୍ୟ ନିଜ ଗାଁକୁ ଫେରି ଆସିଥାନ୍ତି ଏବଂ ନୁଆଁଖାଇ ପାଳନ କରିଥାନ୍ତି |
Read More News
T & CPrivacy PolicyContact Us