This browser does not support the video element.
ସଦର: ଭବାନୀପାଟଣା ଉପଖଣ୍ଡରେ ସେପ୍ଟେମ୍ବର ୨ ତାରିଖରେ ନୂଆଁଖାଇ ଛୁଟି ଘୋଷଣା, ଘୋଷଣା କଲେ ଦକ୍ଷିଣାଞ୍ଚଳ RDC
Sadar, Kalahandi | Aug 30, 2025
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡରେ ସେପ୍ଟେମ୍ବର ୨ ତାରିଖରେ ନୂଆଁଖାଇ ଛୁଟି ଘୋଷଣା କରାଯାଇଛି। ଶନିବାର ଅପରାହ୍ନରେ ଦକ୍ଷିଣାଞ୍ଚଳ RDC ଏହି ଘୋଷଣା କରିଛନ୍ତି। ସେପ୍ଟେମ୍ବର୨ରେ ନୂଆଁଖାଇ ଛୁଟି ହେବା ନେଇ ଦକ୍ଷିଣାଞ୍ଚଳ RDC ଘୋଷଣା କରିଛନ୍ତି। ଉପଖଣ୍ଡର ବିଭିନ୍ନ ଗଡ଼ଜାତ ଅଞ୍ଚଳରେ ଦଶମୀରେ ନୂଆଁଖାଇ ହେବ ।ଏନେଇ ଛୁଟି ଘୋଷଣା ପାଇଁ ଭବାନୀପାଟଣା ଅଞ୍ଚଳ ସମେତ ଗଡଜାତ ଅଞ୍ଚଳବାସୀ ଦାବି କରୁଥିଲେ।