Download Now Banner

This browser does not support the video element.

ଫୁଲବାଣୀ ସହର: ଗୁଦାରି ଏବଂ ମାଝିପଡା ଗ୍ରାମରେ ଦୁଇ ବିଭାଗ ଚଢାଉ ରେ 332କିଲ ସହ 5100କିଲ ଫାସ ନଷ୍ଠ

Phulabani Town, Kandhamal | Sep 13, 2025
କନ୍ଧମାଳ ଏସ୍‌ଇଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ତାରିଖ ୧୩.୦୯.୨୦୨୫ ରେ ଖଜୁରିପଡ଼ା ଏବଂ ଫିରିଙ୍ଗିଆ ପିଏସ୍ ଅଞ୍ଚଳ ଅନୁର୍ଗତ ଗୁଡ଼ାରି ଏବଂ ମାଝିପଡ଼ା ଗ୍ରାମରେ ଏକ ମିଳିତ ଚଢାଉ କରାଯାଇଥିଲା I ଏ. ପି. ଆର ଫୋର୍ସ ସହିତ । ଆଇ. ଇ. ସଦର ରେଞ୍ଜୀ, ଓଆଇସି ସଦର ଏକ୍ସସାଇଜ୍ ଷ୍ଟେସନ ଏବଂ ଜିଲ୍ଲା ମୋବାଇଲ୍ ୟୁନିଟ୍‌ର ଏଆଇଙ୍କ ତତ୍ତ୍ବାବଧାନରେ ଏହି ଚଢାଉ କରାଯାଇଥିଲା । ଯେଉଁଠାରେ ୫୧୦୦ କିଲୋଗ୍ରାମ ଫର୍ମେଣ୍ଟେଡ୍ ୱାଶ୍, ୩୩୨ ଲିଟର ଆଇଡିଏଲ୍ ଜବତ କରାଯାଇଛି, ପରିବହନ ଅସୁବିଧା ହେତୁ ବ୍ୟବହୃତ ଉପକରଣ, ଆଇଡି ମଦ ଏବଂ ଫର୍ମେଣ୍ଟେଡ୍ ୱାଶ୍ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହି ସମ୍ପର୍କରେ ଓଆ
Read More News
T & CPrivacy PolicyContact Us