Download Now Banner

This browser does not support the video element.

ସିମୁଳିଆ: ଖଇରା ବଜାର ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟଳୟ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି,

Similia, Balasore | Sep 11, 2025
ଖଇରା ସ୍ଵାଭିମାନ ମଞ୍ଚ ର ବୈଠକ ସୋମବାର ଠାରୁ ଖଇରା ବ୍ଲକ ଗେଟ ସମ୍ମୁଖରେ ଧାରଣା l ଖଇରା କୁ ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ଆନ୍ଦୋଳନ ଜାରି ରହିଛି । ପ୍ରଥମେ ସ୍ଵାଭିମାନ ମଞ୍ଚ ପକ୍ଷରୁ ଗତ ୩ତାରିଖରେ ଖଇରା ବନ୍ଦ କରିଥିଲେ l ସରକାର ଏ ପର୍ଯ୍ୟନ୍ତ ଖଇରାକୁ ଏନଏସି ଘୋଷଣା ସମ୍ପର୍କରେ ନିଷ୍ପତି ନେଲେ ନାହିଁ । ଯାହା ପ୍ରତିବାଦରେ ସ୍ବାଭିମାନ ମଞ୍ଚ ଆଗାମୀ କାର୍ଯ୍ୟପନ୍ଥା ସ୍ଵରୂପ ସୋମବାର ଠାରୁ ବ୍ଲକ ଗେଟ ସମ୍ମୁଖରେ ଧାରଣାରେ ବସିବାକୁ ନିଷ୍ପତି ନିଆଯାଇଛି । ଏ ପ୍ରସଙ୍ଗରେ ଏକ ପ୍ରସ୍ତୁତି ବୈଠକ ଆଜି ଖଇରା ବଜାର ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟଳୟ ଅନୁଷ୍ଠିତ ହୋଇଯାଇଛି l
Read More News
T & CPrivacy PolicyContact Us