Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲିବିଜୁସ୍ମୃତିଭବନପରିସରରେ ରେସ୍ୱାୟତ୍ତ ଶାସନରଦିବସଅବସରରେମୁଖ୍ୟଅତିଥିଭାବେ ଯୋଗଦେଇଛନ୍ତିସାଂସଦଅଭିମନ୍ୟୁସେଠୀ ଓ ବିଧାୟକଡବ୍ଯାମକେଶରାୟ

Bhadrak Rural, Bhadrak | Aug 31, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଚାନ୍ଦବାଲି ବିଧାୟକ ଡ଼ ବ୍ଯାମକେଶ ରାୟ ଯୋଗ ଦେଇଥିବା ବେଳେ ଏନ ଏସି ଅଧିକାରୀ ଆଭାଶ ପାଣିଗ୍ରାହୀ ଓ ଏନ ଏସି ଅଧ୍ୟକ୍ଷା ଶାନ୍ତି ଲତା ସେଠୀ ଙ୍କ ସହିତ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।ଏନ ଏସି ର ସମସ୍ତ କାଉନସିଲ ଙ୍କ ସହିତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆଜି ଦିନ ୧୧.୩୦ ମିନିଟ ସମୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us