This browser does not support the video element.
ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ସଭା ଗୃହରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ, ଯୋଗଦେଲେ ବିଡ଼ିଓ
Biramaharajpur, Subarnapur (Sonepur) | Sep 13, 2025
ଉଲୁଣ୍ଡା ବ୍ଲକ ସଭା ଗୃହରେ ଆଜି ମଧୁହିଁ ପ୍ରାୟ 12ଟା 30ମିନିଟ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଏବଂ ପଞ୍ଚାୟତ ସମିତି ଉଲୁଣ୍ଡା ପକ୍ଷରୁ ଆୟୋଜିତ ଏହି ଶିବିରକୁ ବିଡ଼ିଓ ଚିନ୍ମୟ ମହାନନ୍ଦ, ଏପିଦି ଟ୍ରେନିଂ ଶୈଳବାଳା ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ ଥିଲେ l ଟ୍ରେନର ଭାବରେ ଜିପିଡ଼ିଓ ସ୍ଵୟଂଭୂ ପୁରୋହିତ ଏବଂ ବଂଶୀ ଧର ଯୋଗଦେଇ ଜଲବାୟୁ ପରିବର୍ତ୍ତନ ଉପରେ ତାଲିମ ପ୍ରଦାନ କରିଥିଲେ l ଏହି ଶିବିରକୁ ସିଆରପି, ଏମ୍ବିଲେ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ମାନେ ଯୋଗଦେଇଥିଲେ l