This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀନିର୍ବାଚନମଣ୍ଡଳୀରନେରଡା ପଞ୍ଚାୟତଡାହାଲାଗ୍ରାମରଗୋକୁଳାନନ୍ଦମହାନ୍ତିଙ୍କବଡ଼ ପୁଅମୃତ୍ୟୁଖବରସମବେଦନାଜଣାଇଲେବିଧାୟକ
Bhadrak Rural, Bhadrak | Sep 6, 2025
ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ର ନେରଡା ପଞ୍ଚାୟତ ଡାହାଲା ଗ୍ରାମ ର ଗୋକୁଳାନନ୍ଦ ମହାନ୍ତି ଙ୍କ ବଡ଼ ପୁଅ ର ମୃତ୍ୟୁ ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ତାଙ୍କ ବାସଭବନ ରେ ପହଞ୍ଚି ପରିବାର ବର୍ଗଙ୍କୁ ଭେଟିବା ସହ ଏ ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାର ବାସି ଙ୍କୁ ଧର୍ଯ୍ୟ ଦେବା ସହିତ ସହାୟ ହୁଅନ୍ତୁ ଈଶ୍ବରଙ୍କ ପାଖରେ ପ୍ରାର୍ଥନା କରିବା ସହ ଅମର ଆତ୍ମା ର ସତଗତି କାମନା କରିଛନ୍ତି। ବିଧାୟକ ଙ୍କ ସହିତ ସ୍ଥାନୀୟ ଅଞ୍ଚଳ ର ନେତୃମଣ୍ଡଳୀ ଉପସ୍ଥାପିତ ଥିଲେ। ଆଜି ଦିନ ୪.୩୦ ମିନିଟ ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।