This browser does not support the video element.
ବାଲିଗୁଡା: ଫୁଲବାଣି ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ଗୋଛାପଡା ବ୍ଲକ ଗଠନ ଦାବି, ମତାମତ ରଖିଲେ ପୁର୍ବତନ ବିଧାୟକ ଅଙ୍ଗଦ କଂହର
Baliguda, Kandhamal | Sep 11, 2025
ଗୋଛାପଡା ତରଫରୁ ଜୋର୍ ଧରିଲା ଗୋଛାପଡା ବ୍ଲକ ଗଠନ ଦାବି କନ୍ଧମାଳ ଜିଲ୍ଲାର ଦିତୀୟ ସର୍ବବୃହତ ଫିରିଙ୍ଗିଆ ହୋଇଥୁବା ବେଳେ ଏହି ଅଞ୍ଚଳ ପାହାଡିଆ ଅଞ୍ଚଳ ହୋଇଥିବାରୁ ଲୋକ ମାନେ ବିଭିନ୍ନ ସରକାର ମୌଳିକ ସୁବିଧା ପାଇଁ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ 1995 ମସିହା ଠାରୁ ଗୋଛାପଡା ବ୍ଲକ ଦାବି କରି ଆସୁଛନ୍ତି ଏଥିପାଇଁ ଗୋଛାପଡା କୁ ନୂତନ ବ୍ଲକ୍ ଗୃଠନ ପାଇଁ ବହୁ ବର୍ଷରୁ ଦାବିକରି ଆସୁଥିଲେ ମଧ୍ଯ କୈାଣସି ଫଳପ୍ରଦ ହୋଇପାରି ନାହିଁ । ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ନୂତନ ପଞ୍ଚାୟତ ଓ ବ୍ଲକ୍ ଗଠନ ପାଇଁ ସରକାର ଆଲୋଚନା କରିଛ