This browser does not support the video element.
ଜୟପୁର: ବଡ଼ ଧରଣ ଡ଼କାୟତି ମାମଲା, ଚୋରି ମାମଲା ପଣ୍ଡ, 14 ଅଭିଯୁକ୍ତ ଗିରଫ, ଜୟପୁର ଟାଉନ ପୋଲିସ ଥାନା ରେ ଏଏସପି ଦେଲେ ସୂଚନା
Jeypore, Koraput | Aug 30, 2025
ଜୟପୁର ଟାଉନଥାନା ପୁଲିସ ପକ୍ଷରୁ ବଡ଼ ଧରଣ ଡ଼କାୟତି ମାମଲା, ଚୋରି ମାମଲା ପଣ୍ଡ କରି ଥିବା ସାମ୍ବାଦିକ ସମ୍ମିଳନୀ ରେ ଆଜି ସଂନ୍ଧ୍ୟା 5ଟାରେ ସୂଚନା ଦିଆଯାଇଛି I । ଡକାୟତି ଉଦ୍ୟମ, ଲୁଟ, ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ 4ଟି ମାମଲାରେ ୧୪ଜଣ ସହରର ଦୁର୍ଦ୍ଧାନ୍ତ ଅପରାଧିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଆଜି ଟାଉନ ଥାନାରେ ଅତିରିକ୍ତ ଏସପି ଅମ୍ବିତ ମହାନ୍ତି ଓ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇ ଛନ୍ତି l ଡ଼ିଅଇଜି ଓ ଏସ ପି ଙ୍କ ନିଦ୍ଦେଶ କର୍ମେ ଚଢ଼ାଉ କରାଯାଇଛି I