Install App
prashantakumar79
This browser does not support the video element.
ପୋଡିଆ: ପଡିଆ ବ୍ଲକ ସଦର ମହକୁମାର ମହମ୍ମଦ ଆସିଫ୍ ଖାନ୍ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ରଖିଲେ ମତ
Podia, Malkangiri | Sep 27, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାର ମହମ୍ମଦ ଆସିଫ୍ ଖାନ୍ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହେବାପରେ ନିଜର ସାକ୍ଷାତକାରରେ ରଖିଲେ ମତ । ସାମାଜିକ ସେବା ଜାରୀ ରଖିବା ନେଇ କହିବା ସହ ଏ ଦିଗରେ ରହିଥିବା ଆଗ୍ରହ ବାବଦରେ କଲେ ପ୍ରକାଶ
Share
Read More News
T & C
Privacy Policy
Contact Us
Your browser does not support JavaScript!