Download Now Banner

This browser does not support the video element.

ପାରଳାଖେମୁଣ୍ଡି: ୧୯୯୯ ବେଚ ଗଜପତି ପୋଲିସ ବାହିନୀର ୨୫ବର୍ଷ ପୂର୍ତ୍ତି ଅବସରରେ ଆର୍ ସିତାପୁର ର ଅନାଥ ଆଶ୍ରମ ପିଲାଙ୍କୁ ଏସପିଙ୍କ ହାତରେ ଖାଦ୍ୟ ବସ୍ତ୍ର ବଣ୍ଟନ

Paralakhemundi, Gajapati | Aug 15, 2024
ଆଜି ଦେଶ ୭୮ ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ଆଜି ର ଦିନରେ ୧୯୯୯ ବେଚ୍ ଗଜପତି ପୋଲିସ ବାହିନୀ କୁ ପୁରିଛି ୨୫ ବର୍ଷ । ଏଥିପାଇଁ ୧୯୯୯ ପୋଲିସ ବ୍ୟାଚ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଅନାଥ ପିଲାମାନଙ୍କୁ ଗଜପତି ଏସପି ଙ୍କ ହାତରେ ପିଲା ମାନଙ୍କୁ ଖାଦ୍ୟ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆଜି ଦିନ ୧୨.୩୦ ସମୟରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଆର୍ ସିତାପୁର ସ୍ଥିତ ଜଗନ୍ନାଥ ନିକେତନ ଅନାଥ ଆଶ୍ରମ ରେ ଗଜପତି ଏସପି, ଏସଡିପିଓ, ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଓ ୧୯୯୯ ବେଚ୍ ର ପୋଲିସ ବାହିନୀ ପହଞ୍ଚି ଛାତ୍ର ମାନଙ୍କ ସହ ଆଲୋଚନା କ
Read More News
T & CPrivacy PolicyContact Us