Download Now Banner

This browser does not support the video element.

ସୋନପୁର: ଦୁର୍ଦୁରା ଏବଂ ଡୁଲେଶ୍ୱର ଅଂଚଳରେ ହାତୀ ଉପଦ୍ରଵ, ବନ ବିଭାଗର ଘଉଡ଼େଇବା ଜାରି

Sonapur, Subarnapur (Sonepur) | Sep 7, 2025
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ବେଶ କିଛି ଦିନ ହେବ ଜଙ୍ଗଲୀ ହାତୀ ପଲ ଉତ୍ପାତ ମଚାଉଥିବା ବେଳେ, ସହକାରୀ ବନ ସଂରକ୍ଷକଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳ ୭ ଟା ପର୍ଯ୍ୟନ୍ତ 10 ଟିକିଆ ହାତୀପଲଙ୍କୁ ବନାଞ୍ଚଳର ସୀମା ପାର କରିଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us