Download Now Banner

This browser does not support the video element.

ନିମାପଡା: ବଳଙ୍ଗା ବିଜେପି ମଣ୍ଡଳର ସାଙ୍ଗଠନିକ ବୈଠକ ସ୍ଥାନୀୟ ବାୟାବର ସ୍ଥିତ ଭାର୍ଗବୀ ମଣ୍ଡପ ପରିସରରେ ଅନୁଷ୍ଟିତ

Nimapada, Puri | Aug 24, 2025
ଆଜି ରାତି ୮ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ନିକଟସ୍ଥ ବାୟାବର ସ୍ଥିତ ଭାର୍ଗବୀ ମଣ୍ଡପ ପରିସରରେ ଅନୁଷ୍ଟିତ ହୋଇଯାଇଛି। ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, କୋଟକୁ ସାଙ୍ଗ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ବିଶ୍ଵାଳ, ସମିତି ସଭ୍ୟା ସନ୍ଧ୍ୟାରାଣି ରଥ, ସଭ୍ୟ ରଣଜିତ୍ ରାଉତରାୟ, ବିଜେପି ନେତା ସୁକାନ୍ତ ବରାଳ ପ୍ରମୁଖ ଯୋଗଦେଇ ଦଳୀୟ ସାଙ୍ଗଠନିକ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
Read More News
T & CPrivacy PolicyContact Us