Download Now Banner

This browser does not support the video element.

ମାଲକାନଗିରି: ମାଥିଲି ଗସ୍ତ କରି ତହସିଲ କାର୍ଯ୍ଯାଳୟ ସହ ବିଭିନ୍ନ କାର୍ଯ୍ୟାଳୟରେ ସ୍ଥିତି ପରଖିଲେ ମାଲକାନଗିରି ଉପ ଜିଲ୍ଲାପାଳ

Malkangiri, Malkangiri | Sep 6, 2025
ମାଲକାନଗିରି ଉପ ଜିଲ୍ଲାପାଳ ଶନିବାର ପୂର୍ବାହ୍ନରେ ମାଥିଲି ଗସ୍ତ କରିଛନ୍ତି। ମାଥିଲି ଠାରେ ତହସିଲ କାର୍ଯ୍ଯାଳୟ ପରିଦର୍ଶନ କରି ବ୍ଯବସ୍ଥା ବୁଝିଛନ୍ତି ଉପ ଜିଲ୍ଲାପାଳ।ପରେ ବ୍ଲକ ସ୍ତରୀୟ ଷ୍ଟାଡିୟମ କାର୍ଯ୍ଯ ଅନୁଧ୍ୟାନ କରିଛନ୍ତି ସେଠାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉପ ଜିଲ୍ଲାପାଳ।
Read More News
T & CPrivacy PolicyContact Us