This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ର ସାହୁପଡ଼ା ରେ ଟ୍ରାନ୍ସଫର୍ମର ଚୋରି
Jharsuguda, Jharsuguda | Apr 13, 2025
ଝାରସୁଗୁଡ଼ା ବଡ଼ମାଳ ଥାନା ଟିପିଡବ୍ଲ୍ୟୁଓଡିଏଲ୍ର ସାହୁପଡ଼ା ସେକ୍ସନ ଅନ୍ତର୍ଗତ ଏଚ୍ କଣ୍ଟାପାଲିର ଆର୍ଡବ୍ଲୁଏସଏସ୍ ଲିଫ୍ଟ ଇରିଗେସନ୍ ପଏଣ୍ଟର ଟ୍ରାନ୍ସଫର୍ମରକୁ କେହି ଦୁର୍ବୃତ୍ତ ଭାଙ୍ଗି କୋର୍, ୫୦ କେଜିର କପର ୱାଇଡିଂ ଓ ଟ୍ରାନ୍ସଫର୍ମର ଅଏଲ୍ ଚୋରି କରି ନେଇଥିଲା। ଏନେଇ ଅଭିଯୋଗ ହେବାରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।