Download Now Banner

This browser does not support the video element.

ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ଏନଏସି ସ୍ଥିତ ଇନଡୋର ଷ୍ଟାଡିୟମ ପରସରରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ଯୋଗଦେଲେ ଆସ୍କା ସାଂସଦ

Khalikote, Ganjam | Aug 31, 2025
ପୁରୁଷୋତ୍ତମପୁର ଏନଏସି ସ୍ଥିତ ଇନଡୋର ଷ୍ଟାଡିୟମ ପରସରରେ ଆଜି ଦିନ ୧୧ ଟା ସମୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏନଏସି ନିର୍ବାହୀଅଧିକାରୀ ଗୋବିନ୍ଦ ଡନସେନାଙ୍କ ସଂଯୋଜନାରେ ଓ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଇନଡୋର ଷ୍ଟାଡିୟମ ପରସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ପୁରୁଷୋତ୍ତମପୁର ବାସୀଙ୍କୁ ବିକାଶର ବାର୍ତ୍ତାଦେଇ ସହରକୁ ବିକଶିତ କରିବାରେ ପଦକ୍ଷେପ ନେବା କହି ଭାଇଚାରାର ସହକାରେ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
Read More News
T & CPrivacy PolicyContact Us