This browser does not support the video element.
ଭଞ୍ଜନଗର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପିତବାସ ପଣ୍ଡା ହତ୍ୟାକାଣ୍ଡ ର ହତ୍ୟାକାରୀଙ୍କୁ ଧରିବା ପାଇଁ ଭଂଜନଗର ଓକିଲ ସଂଘର ବିକ୍ଷୋଭ ପ୍ରଦର୍ଶନ
Bhanjanagar, Ganjam | Oct 8, 2025
ଗଂଜାମ ଜିଲ୍ଲା ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପିତବାସ ପଣ୍ଡା ହତ୍ୟାକାଣ୍ଡ ର ହତ୍ୟାକାରୀ ମାନେ ଏବେ ବି ଧରା ପଡିଲେ ନାହିଁ । ଯାହାକୁ ନେଇ ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ସମସ୍ତ ଓକିଲ ମାନେ କଲମ ଛାଡ ଅ।ନ୍ଦୋଳନ କରିଛନ୍ତି । ବିଶେଷକରି ଜିଲ୍ଲାର ଭଂଜନଗର ଓକିଲ ମାନେ କୋର୍ଟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଦାବି କରିଛନ୍ତି । ତେବେ ବିକ୍ଷୋଭକାରୀ ଓକିଲ ମାନେ ଅ।ଜି ଦିନ 10 ଘଣ୍ଟ ସମୟରେ ବିକ୍ଷୋଭ କରିଥିବା ଜଣାପଡିଛି ।