Install App
bholeswarpatra10
This browser does not support the video element.
ତେଲକୋଇ: ହାତୀଙ୍କ ଷ୍ମଶାନ ପାଲଟିଲା ତେଲକୋଇ ରେଞ୍ଜ , ପୁଣି ଟାଙ୍ଗିର ଗାଁ ଜଙ୍ଗଲରେ ମାଇହାତୀର ବିଦ୍ୟୁତ ସଂସ୍ପର୍ଶରେ ଗଲା ଜୀବନ
Telkoi, Kendujhar | Sep 22, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଟାଙ୍ଗିର ଗାଁ ଜଙ୍ଗଲରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ , ମୁତ୍ୟୁକୁ ନେଇ ଜିଲ୍ଲା ଜଙ୍ଗଲ ଅଧିକାରୀ ରଖିଲେ ପ୍ରତୀକ୍ରିୟା ,ବିଦ୍ୟୁତ ବିଭାଗ ମୁହଁ ଖୋଲିଲା ନାହିଁ । ଆଜି ଅପରାହ୍ନ ୫.୩୦ ମି.ର ପ୍ରତୀକ୍ରିୟା । ପ୍ରାୟ ୨୦ ଦିନରୁ ଅଧିକ ହେବ ହାତୀର ମୃତ୍ୟୁ ସୂଚନା ।
Share
Read More News
T & C
Privacy Policy
Contact Us
Your browser does not support JavaScript!