This browser does not support the video element.
କୁଚିଣ୍ଡା: କୁଚିଣ୍ଡା ସ୍ଥିତ ମୁକୁନ୍ଦି ଷ୍ଟାଡିୟମ୍ ସମେତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ସମୀକ୍ଷା କଲେ ମନ୍ତ୍ରୀ ରବି ନାଏକ
Kochinda, Sambalpur | Sep 7, 2025
କୁଚିଣ୍ଡା ଅଞ୍ଚଳର ସାମଗ୍ରିକ ବିକାଶ ଓ ଉନ୍ନତି ସାଧନ ଉଦ୍ଦେଶ୍ୟ ନେଇ ମନ୍ତ୍ରୀ ରବି ନାରାୟଣ ନାଏକ ରବିବାର ଦିନ ମୁକୁନ୍ଦି ଷ୍ଟାଡ଼ିୟମର ଉନ୍ନତିକରଣ, ଘୋଷା ଗ୍ରାମ ଦେଇ ଯାଇଥିବା ଖର୍ଲା ନଦୀ ଉପରେ ବ୍ରିଜ୍ ଓ ବ୍ୟାରେଜ୍ ନିର୍ମାଣ, ମନ୍ତ୍ରୀମୁଣ୍ଡା ଖେଳ ପଡ଼ିଆ ସହ ସ୍ଥାନୀୟ ମହାବିଦ୍ୟାଳୟ ଖେଳ ପଡିଆର ଉନ୍ନତିକରଣ, ଡାକ୍ତରଖାନା ପାଇଁ ଭୂମି ଚିହ୍ନଟ, ବିର୍ସାମୁଣ୍ଡା ଛକରୁ ଶିବମନ୍ଦିର ପର୍ଯ୍ୟନ୍ତ ସଡ଼କ ପ୍ରଶସ୍ତିକରଣ ଓ କଳାପରିଷଦ ପରିସର ଠାରେ ନିର୍ମାଣଧିନ ଅଡ଼ିଟୋରିୟମର ଅଗ୍ରଗତି ସମୀକ୍ଷା କରିଥିଲେ।