Download Now Banner

This browser does not support the video element.

ବରଗଡ ସଦର: ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ଆପ ପକ୍ଷରୁ ଅଭିଯୋଗ କରାଯାଇଥିବା ସୂଚନା

Bargarh Sadar, Bargarh (Baragarh) | Nov 4, 2024
ସୋମବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ବରଗଡ଼ ସହରରେ ପରିମଳ ବ୍ୟବସ୍ଥା ସୁଧାରିବା ଓ ସଫେଇ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ କରିବା ଦାବୀରେ ଆମ ଆଦମୀ ପାର୍ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛି । ଗତ ୪ ମାସ ରୁ ଉର୍ଦ୍ଧ ହେଲା ବରଗଡ଼ ପୌରାଞ୍ଚଳ ରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଠପ ହୋଇଯାଇଛି ଯେଉଁ ଆଡେ ଦେଖିବେ କୁଢ଼ କୁଢ଼ ମଇଳା ଆବର୍ଜନା ଭର୍ତ୍ତି ଯାହା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସହର ସାରା ଦେଖିବାକୁ ମିଳୁଛି ତେଣୁ ଏହାକୁ ଧ୍ୟାନ ଦେଇ ପରିମଳ ବ୍ୟବସ୍ଥା ଠିକ କରିବାକୁ ଆପ କାର୍ଯ୍ୟକର୍ତ୍ତା ଦାବୀ କରିଛି ।
Read More News
T & CPrivacy PolicyContact Us