This browser does not support the video element.
ଧର୍ମଶାଳା: ଡ଼ଙ୍କାରୀ ଠାରେ ତୈଳ ପ୍ରକଳ୍ପ ପ୍ରତିଷ୍ଠା ନେଇ ସବୁଜ ସଙ୍କେତ ମିଳିବା ପରେ ପ୍ରତିକ୍ରିୟା ରଖିଲେ ବିଧାୟକ
Dharmasala, Jajpur | Dec 1, 2024
ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଡଙ୍କାରୀ ଠାରେ ପ୍ରସ୍ତାବିତ ପେଟ୍ରୋଲିୟମ ତୈଳ ସରଂକ୍ଷଣ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଅନୁରୋଧକ୍ରମେ ରାଜ୍ୟ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ ଶିଳ୍ପ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ସଚିବ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ପତ୍ରରେ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ଏନେଇ ଆଜି ଅପରାହ୍ନରେ ବିଧାୟକ ଶ୍ରୀ ସାହୁ ପ୍ରତିକ୍ରିୟା ରଖିଛନ୍ତି।