Download Now Banner

This browser does not support the video element.

ପାଲଲହଡା: ଶ୍ରୀରାମପୁର ଗ୍ରାମ ନିକଟ ଜାତୀୟ ରାଜପଥରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା; ଦୁଇ ଜଣ ଚାଳକ ଗୁରୁତର

Palalahada, Angul | Nov 21, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଶ୍ରୀରାମପୁର ଗ୍ରାମ ନିକଟ ୧୪୯ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିବା ଗୁରୁବାର ଦିନ ୧୨ଟା ୩୦ସମୟରେ ଜଣାପଡିଛି। ସୁଚନା ଅନୁସାରେ ଏକ ମାଲ ବାହି ଦ୍ରୁତ ଗାମୀ ଟ୍ରକ ଖମାର ପଟୁ ପାଲଲହଡ଼ା ଆଡ଼କୁ ଯାଉଥିବା ସମୟରେ, ବିପରୀତ ପାର୍ଶ୍ବରୁ ଆସୁଥିବା ଅନ୍ୟ ଏକ ଟ୍ରକ ସହିତ ଶ୍ରୀରାମପୁର ଗ୍ରାମ ନିକଟ ୧୪୯ନମ୍ବର ଜାତୀୟ ରାଜପଥରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ଟ୍ରକ ଚାଳକ ଗୁରୁତର ହୋଇଥିବା ବେଳେ ନିକଟ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେବେ ଚାଳକଙ୍କ ପରିଚୟ ମିଳିପାରିନାହିଁ।
Read More News
T & CPrivacy PolicyContact Us