This browser does not support the video element.
ସୋନପୁର: ରାମଜୀ ନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଖୋଳା ଯାଇଥିବା ଘଟଣା ପୋଲିସ ତଦନ୍ତ ଆରମ୍ଭ।
Sonapur, Subarnapur (Sonepur) | Aug 25, 2025
ରାମଜୀ ନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଖୋଳା ଯାଇଥିବା ଘଟଣା ପୋଲିସ ତଦନ୍ତ ଆରମ୍ଭ। ମୁଖ୍ୟ ରାସ୍ତାକୁ ଖୋଳି ଦେଇଥିଲେ ଜଣେ ବ୍ୟକ୍ତି ଯାତାୟତରେ ଅସୁବିଧା ଭୋଗିଲେ ଲୋକେ । ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ପଡାର ଲୋକେ । ଘଟଣା ଟିକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ନିଜେ ଜିଲ୍ଲା ଏସପି ନାରାୟଣ ନାଏକ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।ତାଙ୍କ ସହିତ ମାଜିଷ୍ଟ୍ରେଟ, ଏବଂ ତହସିଲ ଷ୍ଟାପ୍ ମଧ୍ୟ ଉପସ୍ଥିତ ଅଛନ୍ତି।ତେବେ ଯାହା ସୂଚନା ମିଳିଛି।ଉକ୍ତ ରାସ୍ତା ଟି ମେପରେ ଗଳି ରାସ୍ତା ରହିଛି ।