This browser does not support the video element.
ବାଲିିଅନ୍ତା: ପୁରଣ ଠାରେ ଟ୍ରକ ଖରାପ ହେତୁ ଭୀଷଣ ଟ୍ରାଫିକ ସମସ୍ୟା
Balianta, Khordha | Sep 5, 2025
ଶୁକ୍ରବାର ଅପରାହ୍ନ ପ୍ରାୟ ଚାରିଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ପୁରଣ ଠାରେ ରାସ୍ତା ମଝିରେ ଟ୍ରକ ଖରାପ ହେତୁ ଭୀଷଣ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଏକ ମାଲ୍ ବୋଝେଇ ଟ୍ରକ ଭୁବନେଶ୍ୱରରୁ ବନମାଳୀପୁର ଅଭିମୁଖେ ଯାଉଥିବା ବେଳେ ପୂରଣ ଠାରେ ହଠାତ୍ ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ପାଇଁ ବନ୍ଦ ହୋଇଯାଇଥିଲା। ଯେଉଁଥି ପାଇଁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିଲା। ଲୋକେ ହନ୍ତସନ୍ତ ହୋଇଥି