This browser does not support the video element.
କୋଟପାଡ: ପାଣ୍ଡିପୋଡା ଠାରେ ଶବ ସତ୍କାର ପରେ ଗାଧୁଆ ବେଳେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ l
Kotpad, Koraput | Aug 31, 2025
ଶବ ସତ୍କାର ପରେ ଗାଧୁଆ ବେଳେ ପୋଖରୀରେ ବୁଡିଗଲେ ଜଣେ ଯୁବକ l ଏଭଳି ଦୁଃଖଦ ଘଟଣା ରବିବାର ଅପରାହ୍ନ ୩ ଟା ରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଂଚାୟର ପାଣ୍ଡିପୋଡା ଗାଁ ରେ ଦେଖିବାକୁ ମିଳିଛି l ମୃତକ ପାଣ୍ଡିପୋଡା ଗାଁର ଗୁପ୍ତ ନାୟକ l ଗତ କାଲି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘିଟିଥିବା ବେଳେ ଆଜି ଗାଁ ସ୍ମଶାନ ରେ ଶବ ସତ୍କାର କରାଗଲା l ଗାଁ ଲୋକେ ଶବ ସତ୍କାର କରି ଫରିବା ପରେ ଗାଁ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ l ସେମାନଙ୍କ ସାଥିରେ ଚନ୍ଦ୍ର ନାୟକ ମଧ୍ୟ ଯାଇଥିଲେ l ହେଲେ ଗାଧୁଆ ବେଳେ ଆସାବଧାନତା ଯୋଗୁଁ ଚନ୍ଦ୍ର ନାୟକଙ୍କ ଗଡ଼ ଖସି ମୃତ୍ୟୁ ଘଟିଛି l