Download Now Banner

This browser does not support the video element.

କାକଟପୁର: ଅସ୍ତରଙ୍ଗ ଥାନା ଅନ୍ତର୍ଗତ ସରିପୁର ସ୍ଥିତ ଚକ୍ରରାଜ ସୁଦର୍ଶନ ମନ୍ଦିର ରୁ ଚୋରି

Kakatpur, Puri | Aug 24, 2025
ଲୁଟେରା ନଜରରେ ମନ୍ଦିର :-ସୁଦର୍ଶନ ମନ୍ଦିର ରୁ ବିଳମ୍ବିତ ରାତ୍ରରେ ଚୋରି :-ସ୍ୱତନ୍ତ୍ର ଗ୍ୟାଙ୍କ ର ସମ୍ପୂକ୍ତି ସନ୍ଦେହ କାକଟପୁର/ଅସ୍ତରଙ୍ଗ:--ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ମାତିଛନ୍ତି ଲୁଟେରା। ସିଧାସଳଖ ଟାର୍ଗେଟ କରୁଛନ୍ତି ଗୋଟିଏ ପରେ ଗୋଟିଏ ମନ୍ଦିର। ଗୋଟିଏ ପରେ ଗୋଟିଏ ମନ୍ଦିରର ଆସବାବ ପତ୍ର, କେଉଁଠି ଟଙ୍କା ଓ ସୁନା। ଶନିବାର ବିଳମ୍ବିତ ରାତ୍ର ରେ ଅସ୍ତରଙ୍ଗ ବ୍ଲକ ସରିପୁର ସ୍ଥିତ ସୁଦର୍ଶନ ମନ୍ଦିରରୁ ଲୁଟେରା ମନ୍ଦିର ହୁଣ୍ଡୀ ଭାଙ୍ଗି ଚୋରି କରି ନେଇଛନ୍ତି। ସୂଚନା ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ସ୍ଥି
Read More News
T & CPrivacy PolicyContact Us