This browser does not support the video element.
ନୟାଗଡ ସଦର: ଚଡେୟାପଲ୍ଲୀ ଅଭିମାନପୁର ଗାଁ ରେ ମହିଳା ଙ୍କ ଆତ୍ମହତ୍ୟା, ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି, ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ସ୍ଥାନାନ୍ତର
Nayagarh Sadar, Nayagarh | Sep 19, 2025
ସୂଚନା ଅନୁସାରେଚଡେୟା ପଲି ଅଭିମାନପୁର ଗାଁ ରେ ମହିଳା ଙ୍କ ଆତ୍ମହତ୍ୟା, ଆଜି 1ଘଟିକା ସମୟ ରେ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି, ଡାକ୍ତରଙ୍କ ମୃତ ଘୋଷଣା ପରେ ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ସ୍ଥାନାନ୍ତର, ଖବର ଅନୁଯାୟୀ ଚଡେୟା ପଲ୍ଲୀ ଅଭିମାନପୁର ଗାଁ ର କୁନା ଦାସଙ୍କ ପତ୍ନୀ ପ୍ରମୋଦିନୀ ଦାସ କୌଣସି କାରଣ କୁ କେନ୍ଦ୍ର କରିସ୍ୱାମୀ କୁନା ଓ ପ୍ରମୋଦିନୀ ଙ୍କ ମଧ୍ୟରେ ବଚଷା କୁ ନେଇ ପ୍ରମୋଦିନୀ ନିଜ ପିନ୍ଧିଥିବା ଲୁଗା ର କାନିରେ ତଥା ନିଜ ଘର ଛାତ ଉପର ଆଜବେଷ୍ଟ ଘରର ବାଉଁଶ ଆଡିରେ କାନି କୁ ବେକ ରେ ବାନ୍ଧି ଝୁଲି ପଡ଼ିଥିଲେ,ଏ ଘଟଣା କୁ ସ୍ୱାମୀ କୁନା ଦେଖି ତୁରନ୍ତ ପ୍ରମୋଦିନୀ ଙ