Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲ ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ , ଅଭିଯୁକ୍ତ ଗିରଫ

Rairakhol, Sambalpur | Aug 21, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଗତ ମଙ୍ଗଳବାର ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରି ଗୁରୁବାର ଅଭିଯୁକ୍ତ ମିଟୁ ଷଣ୍ଢ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନାଯୋଗ୍ୟ ଯେ ଯୁବତୀ ଜଣକ ଘରେ ଏକୁଟିଆ ଥିବା ବେଳେ ସେହି ଗ୍ରାମର ଯୁବକ ମିଟୁ ଷଣ୍ଢ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହ ମାରପିଟ୍ କରିଥିଲା । ଯୁବତୀଙ୍କ ପାଟି ଶୁଣି ଗାଁ ଲୋକ ଆସିବାରୁ ମିଟୁ ଷଣ୍ଢ ଫେରାର ହୋଇଯାଇଥିଲା ।
Read More News
T & CPrivacy PolicyContact Us