Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲାଙ୍କ ଧାରଣାସ୍ଥଳରେ ପହଞ୍ଚି ସମର୍ଥନ ଦେଲେ କଂଗ୍ରେସ ନେତା ବିପ୍ଳବ ଚୌଧୁରୀ

Jagatsinghapur, Jagatsinghpur | Aug 22, 2025
ଅମଲାମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଜାରି । ଆନ୍ଦୋଳନକୁ ସମର୍ଥନ ଦେଇ ଧାରଣା ସ୍ଥଳୀରେ ପହଞ୍ଚିଲେ କଂଗ୍ରେସ ନେତା ତଥା ପୂର୍ବତନ ପୋୖରାଧ୍ୟକ୍ଷ ବିପ୍ଳବ ଚୌଧୁରୀ । ବିଭିନ୍ନ ଦାବିନେଇ ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୧୨ ଦିନରେ ପହଞ୍ଚିଛି । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ନେତା ତଥା ପୂର୍ବତନ ପୋୖରାଧ୍ୟକ୍ଷ ଧାରଣା ସ୍ଥଳୀରେ ପହଞ୍ଚି ଅମଲାମାନଙ୍କ ଦାବି ଯଥାର୍ଥ ବୋଲି କହିଥିଲେ
Read More News
T & CPrivacy PolicyContact Us