Download Now Banner

This browser does not support the video element.

ଜଗତସିଂହପୁର: ସହରର ବିଭିନ୍ନ ସ୍ଥାନରେ ମହା ଆଡମ୍ବର ସହକାରେ ଗଣେଶ ପୂଜା ପାଳିତ

Jagatsinghapur, Jagatsinghpur | Aug 27, 2025
ଆଜି ପବିତ୍ର ଗଣେଶ ଚତୁର୍ଥୀ । ବିଘ୍ନରାଜ ,ବିନାୟକ ଶ୍ରୀ ଗଣେଶ ଆଜି ପ୍ରତି ସ୍ଥାନରେ ପୂଜା ପାଉଛନ୍ତି । ଏହି ଅବସରରେ ଜଗତସିଂହପୁର ସହରରେ ବିଭିନ୍ନ ଶିକ୍ଷାଅନୁଷ୍ଠାନ , କୋଚିଂ ସେଣ୍ଟର ,ମନ୍ଦିର ,ମଣ୍ଡପରେ ବହୁ ଆଡମ୍ବର ସହକାରେ ଗଜାନନ ଗଣେଶଙ୍କ ପୂଜା କରାଯାଉଛି । ଆଜି ସକାଳ ୮ ଟା ସମୟରୁ ଶ୍ରୀ ଗଣେଶଙ୍କ ପୂଜା ଆରମ୍ବ ହୋଇଯାଇଛି । ଜଗତସିଂହପୁର ସହରରେ ପବିତ୍ର ବାତାବରଣ ସୃଷ୍ଟି ହୋଇଥିବାର ଅନୁଭବ ହେଉଛି ।
Read More News
T & CPrivacy PolicyContact Us