Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁଣି ଶ୍ରୀମନ୍ଦିର ଉପରକୁ ଭକ୍ତ ଚଢିବା ପରେ ସୁରକ୍ଷା କୁ ନେଇ ସମୀକ୍ଷା କଲେ ପିନାକ ମିଶ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Puri M, Puri | Aug 22, 2025
ପୁଣି ଶ୍ରୀମନ୍ଦିର ଉପରକୁ ଭକ୍ତ ଚଢିବା ପରେ ସୁରକ୍ଷା କୁ ନେଇ ସମୀକ୍ଷା କଲେ ପିନାକ ମିଶ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ନିର୍ଦ୍ଦିଷ୍ଟ ଚିହ୍ନିତ ସ୍ଥାନରେ ଜଗିବେ ସେଣ୍ଟ୍ରିଂ ।ବିଭିନ୍ନ ପଏଣ୍ଟ,ଯେଉଁଠାରେ ଭକ୍ତ ଟିଏ ଚାହିଁଲେ ଚଢ଼ି ଯାଇ ପାରିବ,ସେଭଳି ସ୍ଥାନରେ ରହିବ କଡା ନଜର ।ଆନନ୍ଦ ବଜାରରେ ହେବ ପୋଲିସ କଣ୍ଟ୍ରୋଲ ରୁମ । CCTV FEED ରୁ ଭିତରେ ସୁରକ୍ଷା ନିୟନ୍ତ୍ରଣ କରିବ ପୋଲିସ୍।
Read More News
T & CPrivacy PolicyContact Us