This browser does not support the video element.
ମାଲକାନଗିରି: ଖଇରିପୁଟରେ କଂଗ୍ରେସ ର ସଂଗଠନ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ଚିତ୍ରକୋଣ୍ଡା ବିଧାୟକ
Malkangiri, Malkangiri | Sep 6, 2025
ମାଲକାନଗିରି ଜିଲ୍ଲା ଖଇରିପୁଟ ବ୍ଲକ ସଦର ମହକୁମାରେ ଆଜି କଂଗ୍ରେସ ର ସଂଗଠନ ସୃଜନ କାର୍ଯ୍ୟକ୍ରମ ଦିନ ୧୨ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ବୁଥ ସ୍ତରୀୟ କମିଟିର ମତାମତ ନେଇ ଅଗାମୀ ଦିନରେ ଜିଲ୍ଲା କଂଗ୍ରେସ ସଭାପତି ମନୋନୀତ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ମିଳିଛି। କଂଗ୍ରେସର ସଂଗଠନ ସୁଦୃଢ ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସ୍ଥାନୀୟ କଂଗ୍ରେସ ସଭାପତି, ପର୍ଯ୍ୟବେକ୍ଷକ ଲିପିକା ମାଝୀ ଏବଂ ରାଘବେନ୍ଦ୍ରା ସିଂ, ଜିଲ୍ଲା କୋରଡିନେଟର ଜି ଶ୍ରୀନିବାସ ରାଓ, ସ୍ଥାନୀୟ ବିଧାୟକ ପ୍