Download Now Banner

This browser does not support the video element.

ଭଞ୍ଜନଗର: ନୂଆଁ ଗାଁ ବ୍ରିଜ ନିକଟରେ ୩ଟି ବାଇକ ସିରିଜ ଦୁର୍ଘଟଣା

Bhanjanagar, Ganjam | May 27, 2025
ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଆଜି ସନ୍ଧ୍ୟା 8.30 ସମୟରେ 3 ଟି ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ପଠାଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୨ ଜଣ ଡୁମାକୁମ୍ପା ଗ୍ରାମର ରାଜେନ୍ଦ୍ର ପାତ୍ର ଓ ଦିପଙ୍କର ପାତ୍ର । ସେହିଭଳି ସନ୍ଦିପଲ୍ଲୀର ଶୁଭମ୍ ପ୍ରଧାନ, ସମୀର ଗୌଡ଼ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ନିଜ ବାଇକ୍ ଯୋଗେ ଘରକୁ
Read More News
T & CPrivacy PolicyContact Us