This browser does not support the video element.
ଛତ୍ରପୁର: ବ୍ରହ୍ମପୁର ଗାନ୍ଧି ନଗର ଠାରେ ବେସରକାରୀ ବସ୍ ମାଲିକ ସଂଘ ପକ୍ଷରୁ ବିଧାୟକଙ୍କ ସହ ଆଲୋଚନା
Chhatrapur, Ganjam | Aug 28, 2025
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବେସରକାରୀ ବସ୍ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମାସ୍ଯା ନେଇ ବିଧାୟକଙ୍କୁ ଭେଟି ଅବଗତ କରାଯାଇଛି। ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ଗାନ୍ଧି ନଗର ଠାରେ ଥିବା ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ବହୁ ବସ୍ ମାଲିକ ମାନେ ପହଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର କଂ ସହ ଆଲୋଚନା କରିଛନ୍ତି ।