Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଶାନ୍ତି ସହାର୍ଦ୍ଦ ବନାଇ ରଖିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସହରର ସମ୍ବେଦନଶୀଳ ସ୍ଥାନରେ ଫ୍ଲାଗ ମାର୍ଚ୍ଚ

Baleshwar M, Balasore | Oct 5, 2025
ଆଜି ସନ୍ଧ୍ୟା ୭ ଟାରେ ଜିଲ୍ଲା ପୋଲିସ ପକ୍ଷରୁ ସହରର ଶାନ୍ତି ସହାର୍ଦ୍ଦ ବଜାଇ ରଖିବା ପାଇଁ ସହରର ସମ୍ବେଦନଶୀଳ ସ୍ଥାନ ବଳାଙ୍ଗୀ କଲେଜ ଠାରୁ ପୁରୁଣା ବାଲେଶ୍ଵର ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।ପାର୍ବଣ ପରେ ସହରର ଶାନ୍ତି ସହର୍ଦ୍ଦ ଭାଇଚାରା ବଜାଇ ରଖିବା ପାଇଁ ପୋଲିସର ଏହି ଫ୍ଲଗା ମାର୍ଚ୍ଚ କରାଯାଇଛି ବୋଲି ଆଡିସିନାଲ ଏସପି ଦେବଜ୍ୟୋତି ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ସଦର ଏସ ଡି ପି ଓ ଶୁଭ୍ରାଂଶୁ ନାୟକ,ଟାଉନ ଥାନା ଆଇଆଇସି ବିଜୟ ଦାସ,ରିଜର୍ଭ ଇନ୍ସପେକ୍ଟର ସାଧାଇ ଶଙ୍କର ଟୁଡୁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us