Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳା ପାରିଷଦ ସଭା ଗୃହରେ ପଞ୍ଚମ ସାଧାରଣ ବୈଠକ

Khordha, Khordha | Sep 26, 2025
ଖୋର୍ଦ୍ଧା ଜିଲ୍ଲାପରିଷଦ କାର୍ଯ୍ୟାଳୟ ନୂତନ ସଭାଗୃହରେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ରେ ଯୋଗଦେଇ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ସୁଦୃଢ଼ କରିବା, ଚାଷୀ ମାନଙ୍କୁ ସାର ଠିକ୍ ସମୟରେ ଯୋଗାଇବା, ବିଭିନ୍ନ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧି କରାଇବା, ବନ୍ଦ ରଖାଯାଇଥିବା ପ୍ରାଥମିକ ସ୍କୁଲ ଗୁଡିକୁ ଚାଲୁ କରିବା ଆଡ଼ିକାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଆଇନ ମନ୍ତ୍ରୀ।
Read More News
T & CPrivacy PolicyContact Us