This browser does not support the video element.
ନୂଆପଡା: ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
Nuapada, Nuapada | Aug 31, 2025
ଆଜି ସକାଳ ନଅଟା ସମୟରେ ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟଳୟରେ ଅଧ୍ୟକ୍ଷା ଡ଼ ସୋନିଆ ଜୈନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପରେ ମିନି ଷ୍ଟାଡିୟମ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ଉପାଧ୍ୟକ୍ଷ ନିଶାନ୍ତ ଡ଼ା ଗା ନିର୍ବାହୀ ଅଧିକାରୀ କମଲାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ