This browser does not support the video element.
ବରଗଡ: ଗାନ୍ଧୀ ଛକ ରାସ୍ତା ଅବରୋଧ କଲା ଜିଲ୍ଲା କଂଗ୍ରେସ,ପୋଲିସ ଓ କଂଗ୍ରେସ କର୍ମୀ ମଧ୍ୟରେ ହେଲା ଉତ୍ତେଜନା
Bargarh, Bargarh (Baragarh) | Sep 7, 2025
ବରଗଡ଼ ଗାନ୍ଧୀ ଛକ ରାସ୍ତା ଅବରୋଧ କଲା କଂଗ୍ରେସ | ଘଟଣା ସ୍ଥଳରୁ ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ଆଜାଦ ପତି ଙ୍କ ସହ ଅନ୍ୟ କଂଗ୍ରେସ କର୍ମୀ ମାନଙ୍କୁ ଗିରଫ କଲା ଟାଉନ ପୋଲିସ | ବରିଷ୍ଠ କଂଗ୍ରେସ ନେତା ନିପନ ଦାସକୁ ଗିରଫ ବରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବରଗଡ଼ କଂଗ୍ରେସ କମିଟି | ରବିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଗାନ୍ଧୀ ଛକରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ।