Install App
arunkshadangi40
This browser does not support the video element.
ଜି ଉଦୟଗିରି: ଜି. ଉଦୟଗିରି ଥାନାରେ ବାଇକର ଆବଶ୍ୟକୀୟ କାଗଜପତ୍ର ନଥିବା ଓ ହେଲମେଟ ବ୍ୟବହାର କରିନଥିବା ସମ୍ପର୍କିତ ୩ଟି ମାମଲା ରୁଜୁ
G Udayagiri, Kandhamal | Aug 24, 2025
ବାଇକ ର ଆବଶ୍ୟକୀୟ କାଗଜପତ୍ର ନ ଥିବା,ହେଲମେଟ ବ୍ୟବହାର କରି ନ ଥିବା , ଅଧିକ ସଂଖ୍ୟକ ଲୋକ ବସିଥିବା ଏପରି ଅଭିଯୋଗ କ୍ରମେ ଜି ଉଦୟଗିରି ସହର ରୁ ପୋଲିସ ତିନି ଜଣଙ୍କୁ ଧରିବା ସହ ପୃଥକ ପୃଥକ ଭାବରେ ତିନୋଟି ମାମଲା ରୁଜୁ ହୋଇଅଛି. ଏ ନେଇ ଥାନାରେ 167,168,169/2025 ରେ ତିନୋଟି ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!