Download Now Banner

This browser does not support the video element.

ବଲାଙ୍ଗୀର: ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଓଡ଼ିଶା ଜୀବିକା ମିଶନ ସଂଘ

Balangir, Balangir | Sep 10, 2025
ବଲାଙ୍ଗୀରରେ ବିଭିନ୍ନ ସମସ୍ୟାକୁ ନେଇ ଓଡ଼ିଶା ଜୀବିକା ମିଶନ E.C. ସଂଘ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ l ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି, ବିଭିନ୍ନ ସମୟରେ କାର୍ଯ୍ୟରତ କର୍ମଚାରୀମାନେ ନିୟମିତିକରଣ, ପ୍ରାପ୍ୟ ବେତନ ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ କର୍ମୀ ସମସ୍ତଙ୍କୁ ସମାନ ସୁବିଧା ଦେବା ପାଇଁ ସଂଘ ଦାବି କରିଛି। ଏହା ସହିତ ସରକାରଙ୍କ ଦ୍ୱାରା ଜାରିକୃତ ପ୍ରସ୍ତାବକୁ କାର୍ଯ୍ୟକରୀ କରାଇବା ଦାବିରେ ସ୍ମାରକପତ୍ର ପ୍ରଦାନ କରିବା କହିଛନ୍ତି।
Read More News
T & CPrivacy PolicyContact Us