This browser does not support the video element.
ଲୋଇସିଂହା: ବାଦିବାହାଲରେ ମହାଆଡମ୍ବରରେ ଦଶହରା, ମା’ଙ୍କ ଦର୍ଶନ କରିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
Loisinga, Balangir | Oct 1, 2025
ବାଦିବାହାଲରେ ଧୁମଧାମରେ ଦୁର୍ଗାପୂଜା ପାଳନ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅଞ୍ଚଳର ବାଦିବାହାଲରେ ପାରମ୍ପରିକ ଉତ୍ସାହ ଓ ମହାଆଡମ୍ବର ସହିତ ଦୁର୍ଗାପୂଜା ପାଳନ ହେଉଛି। ପ୍ରତିବର୍ଷର ପରି ଏବେବେଳେ ମଧ୍ୟ ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ଉତ୍ସବ ସ୍ଥଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ରାତି ୮ଟା ସମୟରେ ଯୋଗଦେଇ ମା’ଙ୍କ ପୂଜା ଅର୍ଚ୍ଚନା କରି ସମସ୍ତଙ୍କ ସୁସ୍ୱାସ୍ଥ୍ୟ ଓ ମଙ୍ଗଳକାମନା କରି ଥିଲେ । ସ୍ଥାନୀୟ କମିଟିଙ୍କ ଉଦ୍ୟମରେ ଆୟୋଜିତ ଏହି ପର୍ବକୁ ନେଇ ଅଞ୍ଚଳରେ ଆନନ୍ଦର ଲହରୀ ପ୍ର