Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ଵର ପୂର୍ବାଞ୍ଚଳ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ନୂତନ ଡିଆଇଜି ଭାବେ ପିନାକ ମିଶ୍ରଙ୍କ ଯୋଗଦାନ

Baleshwar M, Balasore | Aug 28, 2025
ଗୁରୁବାର ଦିନ ୧୨ ଟା ସମୟରେ ବାଲେଶ୍ଵର ପୂର୍ବାଞ୍ଚଳ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ନୂତନ DIG ଭାବେ ପିନାକ ମିଶ୍ର ଯୋଗ ଦେଇଛନ୍ତି।କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଭଦ୍ରକ ଏସପି ମନୋଜ ରାଉତଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ ଜଣାଇଥିଲେ।ପୂର୍ବରୁ ଥିବା ଡିଆଇଜି ଡ ସତ୍ୟଜିତ ନାୟକଙ୍କୁ ଡିଆଇଜି ପୋଲିସ ସେଣ୍ଟ୍ରାଲ ରେଞ୍ଜ କୁ ବଦଳି ହୋଇଥିବା ବେଳେ ପୁରୀ ଏସପି ପିନାକ ମିଶ୍ର ଙ୍କ ପଦୋନ୍ନତି ହୋଇ ବାଲେଶ୍ଵର ପୂର୍ବାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି।
Read More News
T & CPrivacy PolicyContact Us