This browser does not support the video element.
ବାରିପଦା ମ୍ୟୁନିସିପାଲଟି: ରାଖାସାହି ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ; ଅତିଥିଭାବେ ଯୋଗଦେଲେ ସାରସକଣା ବିଧାୟକ
Baripada M, Mayurbhanj | Sep 7, 2025
ରବିବାର ଅପରାହ୍ନ ପ୍ରାୟ ୪ଟାରେ ମୟୂରଭଞ୍ଜ ଜିଳ୍ଲା ଅନ୍ତର୍ଗତ ବିଜାତଳା ବ୍ଲକର ରାଖାସାହି ଠାରେ ସାରି ସାରଯୋମ ମାର୍ଶାଲ ମାଡୱା କ୍ଲବ୍ ଆନୁକୂଲ୍ୟରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାରସକଣା ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ଉଭୟ ଦଳର ଖେଳାଳି ମାନଙ୍କୁ ହାତ ମିଳାଇ ଉତ୍ସାହିତ କରିବାସହ ବିଜୟୀ ଦଳକୁ ପୁରସ୍କୃତ କରିଥିବା ନେଇ ସୂଚନା ମିଳିଛି।