Download Now Banner

This browser does not support the video element.

ବୌଦ୍ଧ ସଦର: ଜାମଖୋଲ ଗ୍ରାମରେ ଅବକାରୀ ପୋଲିସର ଚଢ଼ାଉ, ମହୁଲି ମଦ ଜବତ

Baudh Sadar, Boudh (Bauda) | Aug 24, 2025
ଆଜି ରାତି ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବୌଦ୍ଧ ଅବକାରୀ ପୋଲିସ ବେଆନ ମହୁଲି ମଦ କାରବାର ନେଇ ବୌଦ୍ଧ ଥାନା ଅନ୍ତର୍ଗତ ଜାମଖୋଲ ଗ୍ରାମରେ ସକାଳ ପାଖାପାଖି ୧୧. ୩୦ ସମୟରେ ଚଢ଼ା କେଇଥିଲା l ଏହି ଚଢ଼ାଉରେ ଗ୍ରାମ ରାସ୍ତାରୁ ବେଆନ ୮ଲିଟର ଦେଶି ମହୁଲି ମଦକୁ ଜବତ କରି ଏଥିରେ ସମ୍ପୃକ୍ତ ୫୩ବର୍ଷୀୟ ଗୁଲଠୁ କହର ନମନରେ ୯୦/୨୫-୨୬ରେ ମାମଲା ରୁଜୁ କରି l BNSS ୩୫(୩)ରେ ନୋଟିସ ଜାରିକରି ଛାଡି ଦିଆ ଯାଇଛି l
Read More News
T & CPrivacy PolicyContact Us