This browser does not support the video element.
ବୀରମହାରାଜପୁର: ଫୁଲଚରା ଛକରୁ 6 ଲିଟର ମଦ ଜବତ, ଅଭିଯୁକ୍ତ ନାମରେ ମାମଲା ରୁଜୁ
Biramaharajpur, Subarnapur (Sonepur) | Sep 7, 2025
ବିଆନରଜପୂର୍ ଥାନା ଅର୍ନ୍ତଗତ ଫୁଲ ଚାରା ଛକରୁ ମଦ ଜବତ, ଅଭିଯୁକ୍ତ ନାମରେ ମାମଲା ରୁଜୁ l ସୂଚନା ଅନୁସାରେ ଗତକିଲ biramaharjpur ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ରାତ୍ରୀ କାଳୀନ ପେତ୍ରୋଳିଂ କରୁଥିଲେ l ସେହି ସମୟରେ ଉକ୍ତ ଛକ ରେ ମଧ୍ୟ ବିକ୍ରି ହେଉଥିବା ଦେଖି ଚଢାଉ କରିଥିଲେ 5ଲ ଚଢାଉ ସମୟରେ ସେଠାରୁ 6ଲିଟର ମଦ ଜବତ ସହ ମଧ୍ୟ ବେପାରୀଙ୍କୁ ଗିରଫ କରିଥିଲେ l ଏନେଇ ରାତି 10ଟା 36 ରେ ମଦବେପାରୀ ଧନଞ୍ଜୟ ନାଏକଙ୍କ ନାମରେ ଏକ ମାମଲା 193/୨୫ରୁଜୁ କରିଥିବା ନେଇ ଆଜି ସକାଳ 9ଟା 20ରେ ପୋଲିସ ପକ୍ଷରୁ ସୁଚନା ମିଳିଛି ଲ2