Download Now Banner

This browser does not support the video element.

ଜଗତସିଂହପୁର: ଜଗତସିଂହପୁର ସହରରେ ଧୁମଧାମରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳନ

Jagatsinghapur, Jagatsinghpur | Sep 5, 2025
ଜଗତସିଂହପୁର ସହରରେ ଧୁମଧାମରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳନ। ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜଗତସିଂହପୁର ସହରରେ ଆଜି ସକାଳ ୯ ଟା ସମୟରେ ବିଭିନ୍ନ ସାହି ମସଜିଦ କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରାଯାଇଛି । ଜଗତସିଂହପୁର ସହରର ପାଖାପାଖି ୧୦ ଟି ସାହି ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ସମସ୍ତେ ନିଜ ନିଜ ସାହି ପରିକ୍ରମା କରିବା ପରେ ସହରର ସାନବଜାରରେ ଏକାଠି ହୋଇଥିଲେ। ସେଠୁ ସମସ୍ତେ ଏକା ସହିତ ବାହାରି ସହର ପରିକ୍ରମା କରିଥିଲେ ଓ ସାମୁହିକ ପ୍ରାର୍ଥନା କରିଥିଲେ
Read More News
T & CPrivacy PolicyContact Us