Download Now Banner

This browser does not support the video element.

ଝରିଗାଁ: ବ୍ଲକରେ ଖୋଲିବ ପାଇଖାନା ଦୁର୍ନୀତିର ଫାଇଲ, କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍ସ

Jharigan, Nabarangpur | Jul 5, 2024
ସ୍ବଚ୍ଛଭାରତ ମିସନରେ ପାଇଖାନା ଦୁର୍ନୀତିର ଫାଇଲ ଖୋଲିବ। ଏହି ମହାଦୁର୍ନୀତିର କିଙ୍ଗପିନ୍‌ଙ୍କ ମୁଖା ଖୋଲିବାକୁ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍‌ସ। ଏଥିପାଇଁ ଭିଜିଲାନ୍ସ ବିଭାଗ ଆଜି ଝରିଗାଁ ବ୍ଲକ କାର୍ଯ୍ୟାଳୟରୁ ପାଇଖାନା ଫାଇଲ୍‌ ସଂଗ୍ରହ କରିଛି। ଭିଜିଲାନ୍ସ ଡିଏସ୍‌ପିଙ୍କୁ ଏହି ବିଷୟରେ ଜାଣିବାକୁ ଯୋଗାଯୋଗ କରିବାକୁ ଚେଷ୍ଟା ହୋଇଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନି।
Read More News
T & CPrivacy PolicyContact Us