Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମୋଚିସାହିର ଜଣେ ଦୋକାନୀ ଙ୍କ ପାଟିରୁ ବଣି ଟିଏ ଖୁମ୍ପି ଖୁମ୍ପି ଖାଆଉଛି ଉପମା ଓ ଇଟିଲି, ଭିଡ଼ିଓ ଭାଇରାଲ l

Puri M, Puri | Sep 2, 2025
ବଣି ଚଢ଼େଇ ଟିଏ ନାଁଟି ତାର ମଇନା... ପାଟିରୁ ଖୁମ୍ପି ଖୁମ୍ପି ଖଆଉଛି ଉପମା ଓ ଇଟିଲି । ପୁରୀ ମୋଚିସାହିର ଜଣେ ଦୋକାନୀ ମନୁଆ ଏହି ବଣିଟିକୁ ରଖିଛନ୍ତି। ଆଉ ମଇନାକୁ ବନ୍ଧାଯାଏ ନାହିଁ, ମଇନା ସବୁ ବେଳେ ମୁକ୍ତ ଆକାଶରେ ବୁଲିବା ସହ ମନୁଆ ପାଖରେ ରୁହେ।
Read More News
T & CPrivacy PolicyContact Us