This browser does not support the video element.
ସୁକିନ୍ଦା: ଯଖପୁରା ସ୍ଥିତ ରୋହିତ କାରଖାନା ପାଖ ରାସ୍ତାରେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ
Sukinda, Jajpur | Jul 31, 2025
ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ଅନ୍ତର୍ଗତ ଯଖପୁରା ଥାନା ଅଧୀନସ୍ଥ ରୋହିତ କାରଖାନାକୁ ଚୂନ ଗାଡି ନେଇ ଆସିଥିବା ଡ୍ରାଇଭରଙ୍କ ମୃତ ଦେହ ସେଇ ଟ୍ରକର ମିରର ରଡରେ ଝୁଲୁଥିବାର ଦେଖିବାକୁ ମିଳିଛି । କଟକ ଟାଙ୍ଗୀ ଅଂଚଳର ଗାଡି ହୋଇଥିବା ବେଳେ ଡ୍ରାଇଭରଙ୍କ ଘର ଟମକା ଅଂଚଳରେ ବୋଲି ଜଣାପଡିଛି । ତେବେ ଏହା ହତ୍ୟାକି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରହିଥିବା ଗୁରୁବାର ଦିବା 11 ଘଟିକା ସମୟରେ ଦେଖିବାକୁ ମିଳିଛି ।