Download Now Banner

This browser does not support the video element.

ଛତ୍ରପୁର: ସୋମନାଥ ନଗର ଆଜାସ୍ ଖାନ୍ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ

Chhatrapur, Ganjam | Sep 8, 2025
ବ୍ରହ୍ମପୁର ସୋମନାଥ ନଗର ଆଜାସ୍ ଖାନ୍ ଆକ୍ରମଣ ଘଟଣାରେ ଟାଉନ୍ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୋମବାର ଅପରାହ୍ନରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ଖଣ୍ଡା ଜବତ କରାଯାଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ସାହିଦ୍ ଅଲି,ସାହବାଜ୍ ଅଲି ଖାଜା ସାହି ଅଞ୍ଚଳର ହୋଇଥିବା ବେଳେ ଏସ.କେ ଇବ୍ରlହିମ୍ ହାଉସିଂ ବୋର୍ଡ ଅଞ୍ଚଳର ବୋଲି ଜଣାପଡିଛି।
Read More News
T & CPrivacy PolicyContact Us